କକ୍ଷାପଟ Kakshāpaṭa

  • ସଂ. ବି. ( 6 ଷ୍ଠୀ ତତ୍; କକ୍ଷା=କଟିବନ୍ଧ+ପଟ=ବସ୍ତ୍ର) — କୌପୀନ; କଉପୁନୀ — A strip of cloth tugged down along the private parts
  • ସଂ. ବି. ( 6 ଷ୍ଠୀ ତତ୍; କକ୍ଷା=କଟିବନ୍ଧ+ପଟ=ବସ୍ତ୍ର) — କଛା — Skirt of the cloth worn