କକ୍ଷା କରିବା Kakshā karibā

  • ଦେ. କ୍ରି. (ସଂ. କକ୍ଷା) — ଶତ୍ରୁତା ଆଚରଣ କରିବା — To behave with enmity
  • ଦେ. କ୍ରି. (ସଂ. କକ୍ଷା) — କଳି କରିବା — To quarrel
  • ଦେ. କ୍ରି. (ସଂ. କକ୍ଷା) — କଟାଳ କରିବା — To make importune and pressing requests
  • ଦେ. କ୍ରି. (ସଂ. କକ୍ଷା) — ଆସ୍ଫାଳନ କରିବା; ବାଲିଙ୍ଗି କରିବା — To bluster; to brag
  • ଦେ. କ୍ରି. (ସଂ. କକ୍ଷା) — ରାଗିବା; କ୍ରୋଧ କରିବା — To be angry