ଏକବର୍ଗ Ekabaraga

  • ଦେ. ବିଣ (ସଂ. ଏକ ଓ ବର୍ଗ) — ଏକଆକୃତିବିଶିଷ୍ଟ; ଏକ ଛାଞ୍ଚରେ ଗଢା — Of one form or mould
  • ଦେ. ବିଣ (ସଂ. ଏକ ଓ ବର୍ଗ) — ବ୍ୟଞ୍ଜନ ବର୍ଣ୍ଣର ଏକ ବର୍ଗର ଅନ୍ତର୍ଗତ — Belonging to one group of cosonant