ଏକବୟସୀ Ekabayasī

  • ଦେ. ବିଣ. ପୁଂ ଓ ସ୍ତ୍ରୀ (ସଂ. ଏକ+ବୟଃ) — ସମବୟସ (ପୁରୁଷ) — (male) Of one age; of equal age
  • ଦେ. ବିଣ. ପୁଂ ଓ ସ୍ତ୍ରୀ (ସଂ. ଏକ+ବୟଃ) — ସମବୟସ୍କା (ସ୍ତ୍ରୀ) — Of the same age (female)