ଏକବର୍ଣ୍ଣ Ekabarnna

  • ସଂ. ବିଣ. ପୁଂ (ବହୁବ୍ରୀହି; ଏକ+ବର୍ଣ୍ଣ) — ଏକମାତ୍ର ରଙ୍ଗବିଶିଷ୍ଟ — Reduced to one colour
  • ସଂ. ବିଣ. ପୁଂ (ବହୁବ୍ରୀହି; ଏକ+ବର୍ଣ୍ଣ) — ଏକଜାତିରେ ପରିଣତ — Of one caste
  • ସଂ. ବି — ଗୋଟିଏ ମାତ୍ର ଅକ୍ଷର — One letter only
  • ସଂ. ବି — ଗୋଟିଏ ମାତ୍ର ପଦ — One syllable only
  • ସଂ. ବି — (ବୀଜଗଣିତ) ଅନିର୍ଦ୍ଦିଷ୍ଟସଂଖ୍ୟା; ଅଜ୍ଞାତ ରାଶି — (algebra) An unknown quantity