ଏକବରଷିଆ Ekabarashiā

  • ଦେ. ବିଣ ପୁଂ ଓ ସ୍ତ୍ରୀ (ଏକ+ବର୍ଷ) — ବରଷିକିଆ; ଏକବରଷ ବୟସ୍କ — Aged one year only
  • ଦେ. ବିଣ ପୁଂ ଓ ସ୍ତ୍ରୀ (ଏକ+ବର୍ଷ) — ଏକବୟସୀ; ସମବୟସ୍କ — Of the same age
  • ଦେ. ବିଣ ପୁଂ ଓ ସ୍ତ୍ରୀ (ଏକ+ବର୍ଷ) — ଏକବର୍ଷକାଳ ସ୍ଥାୟୀ (ଗୁଳ୍ମାଦି) — Annual (plants)
  • ଦେ. ବିଣ ପୁଂ ଓ ସ୍ତ୍ରୀ (ଏକ+ବର୍ଷ) — ଯାହା ସମାହିତ ହେବାକୁ ଏକ ବରଷ ଲାଗେ — Taking one year to complete
  • ଦେ. ବିଣ ପୁଂ ଓ ସ୍ତ୍ରୀ (ଏକ+ବର୍ଷ) — ସମସାମୟିକ; ଏକାବରଷକେ ଘଟିଥିବା ବା ଜନ୍ମିଥିବା — Born or happening in the same year; contemporary; coeval