ଏକବନୀ Ekabanī

  • ଦେ. ବିଣ (ସଂ. ଏକବର୍ଣ୍ଣୀ) — ଯେଉଁ ଗାଈର ଦେହ ଯାକ ଗୋଟିଏ ମାତ୍ର ବର୍ଣ୍ଣ ଥାଏ ଏବଂ ଦେହରେ ଛଉକା ଚିହ୍ନ ନ ଥାଏ — (a cow) Of one colour only
  • ଦେ. ବିଣ (ସଂ. ଏକବର୍ଣ୍ଣୀ) — ଯେଉଁ ଗାଈର ଦେହର ବର୍ଣ୍ଣ ସଙ୍ଗେ ବାଛୁରୀର ବର୍ଣ୍ଣ ସମାନ — (a cow) Whose calf is also of the same colour as the mother