ଏକବର୍ଣ୍ଣସମୀକରଣ Ekabarṇṇasamīkaraṇa

  • ସଂ. ବି. (ବୀଜଗଣିତ) — ଯେଉଁ ସମୀକରଣରେ ଗୋଟିଏ ମାତ୍ର ଅଜ୍ଞାତ ରାଶି ନିର୍ଣ୍ଣିତ ହୁଏ — (algebra) An equation involving one unknown quantity only