ଏକପିଙ୍ଗ Ekapiṅga
- ସଂ. ବି. ପୁଂ (ବହୁବ୍ରୀହି; ଏକ+ପିଙ୍ଗ; ଯାହାର ଏକମାତ୍ର ଚକ୍ଷୁ ମଧ୍ୟରେ ଗୋଟିଏ ମାତ୍ର ପିଙ୍ଗଳ ବର୍ଣ୍ଣ ଚିହ୍ନ ଅଛି) — ଏକ ଚକ୍ଷୁବିଶିଷ୍ଟ କୁବେର — The one eyed God Kubera
- ସଂ. ବି. ପୁଂ (ବହୁବ୍ରୀହି; ଏକ+ପିଙ୍ଗ; ଯାହାର ଏକମାତ୍ର ଚକ୍ଷୁ ମଧ୍ୟରେ ଗୋଟିଏ ମାତ୍ର ପିଙ୍ଗଳ ବର୍ଣ୍ଣ ଚିହ୍ନ ଅଛି) — ଯକ୍ଷ — J̄aksha; an etherial being