ଏକପାଖିଆ Ekapākhiā

  • ଦେ. ବିଣ (ସଂ. ଏକପକ୍ଷୀୟ) — ଏକପାର୍ଶ୍ୱକୁ ଆଉଜିଥିବା; ଏକପାର୍ଶ୍ୱକୁ ଢଳି ପଡିଥିବା — Leaning to one side
  • ଦେ. ବିଣ (ସଂ. ଏକପକ୍ଷୀୟ) — ଏକପକ୍ଷକୁ ଅବଲମ୍ବନ କରିଥିବା; ଏକମାତ୍ର ପକ୍ଷ ଅବଲମ୍ବନକାରୀ — Partial to one party
  • ଦେ. ବିଣ (ସଂ. ଏକପକ୍ଷୀୟ) — ଏକପାର୍ଶ୍ୱ ବା କୋଣରେ ଅବସ୍ଥିତ — Situated on one side only
  • ଦେ. ବିଣ (ସଂ. ଏକପକ୍ଷୀୟ) — ଏକତରଫା — One-sided; exparte