ଏକପାନିଆଁ Ekapāniāñ

  • ଦେ. ବିଣ. (ବରଜୀ ଭାଷା) — ଗୋଟିଏ ପାନ ଧରିବା ପରେ ଯେଉଁ ପାନ ଗଛରେ ଆଉ ପାନ ଧରେ ନାହିଁ — (a betel plant) Which does not bring forth more than one betel leaf