ଏକପା Ekapā

  • ଦେ. ବି (ସଂ. ଏକପାଦ) — ଗୋଟିଏମାତ୍ର ପାହୁଣ୍ତ — One step only
  • ଦେ. ବି (ସଂ. ଏକପାଦ) — ଏକ କ୍ରୋଶର ଏକଚତୁର୍ଥାଂଶ (ଦୂରତ୍ୱ) — One fourth of a Krosa; half a mile
  • ଦେ. ବି (ସଂ. ଏକପାଦ) — ଚାରିପଣ; ପୂର୍ଣ୍ଣ ବସ୍ତୁର ଏକଚତୁର୍ଥାଂଶ — One fourth of anything
  • ଦେ. ବି (ସଂ. ଏକପାଦ) — ସେରର ଏକଚତୁର୍ଥାଂଶ — One fourth of a seer
  • ଦେ. ବି (ସଂ. ଏକପାଦ) — ଶହେ ପାନର 1/4 ; 25 ଗୋଟି ପାନ; କଡାଏ ପାନର ଅଧ — ଶହେ ପାନର1/4;2ଗୋଟି ପାନ; କଡାଏ ପାନର ଅଧ—. Twenty-five betel- leaves