ଏକପୁଡ଼ିଆ Ekapuṟḍ̠ia

  • ସଂ. ବିଣ. (ସଂ. ଏକ ଓ ପୂଟ) — ଏକ ପୁଡ଼ାବିଶିଷ୍ଟ ପୁସ୍ତକ — (book) Having one leaf or page
  • ସଂ. ବିଣ. (ସଂ. ଏକ ଓ ପୂଟ) — ନାକର ଏକ ପୁଡ଼ାରେ ବହୁଥିବା (ନିଶ୍ୱାସ) — (breath) Breathed through one nostril only
  • ସଂ. ବିଣ. (ସଂ. ଏକ ଓ ପୂଟ) — ନାକର ଏକ ପ଼ୁଡ଼ାରେ ନିଶ୍ୱାସ ମାରୁଥିବା (ବ୍ୟକ୍ତି) — (person) Breathing through one nostril only