ଏକପରି Ekapari

  • ଦେ. ବିଣ — ଏକପ୍ରକାରର — Of one kind
  • ଦେ. ବିଣ — ସମ; ସମାନ — Similar; equal
  • କ୍ରି. ବିଣ — ଏକପ୍ରକାରରେ — In one manner
  • କ୍ରି. ବିଣ — ସମାନରୂପେ — Similarly