ଉପଶ୍ଲେଷ Upaṡḻesha

  • ସଂ. ବି. (ଉପ+ଶ୍ଲିଷ୍ ଧାତୁ=ଆଲିଙ୍ଗନ କରିବା +ଭାବ. ଅ) — — 1 । ଏକଦେଶସମ୍ବନ୍ଧ — 1 ଏକଦେଶସମ୍ବନ୍ଧ
  • ସଂ. ବି. (ଉପ+ଶ୍ଲିଷ୍ ଧାତୁ=ଆଲିଙ୍ଗନ କରିବା +ଭାବ. ଅ) — ଆଲିଙ୍ଗନ — Embrace
  • ସଂ. ବି. (ଉପ+ଶ୍ଲିଷ୍ ଧାତୁ=ଆଲିଙ୍ଗନ କରିବା +ଭାବ. ଅ) — ବଞ୍ଚନା — Cheating; deceit