ଉପସତ୍ୱ Upasatwa
- ଦେ. ବି. (କଚିରିଆ) (ସଂ. ଉପସ୍ୱତ୍ୱ) — ଉପସ୍ୱତ୍ୱ (ଦେଖ)
- ଦେ. ବି. (କଚିରିଆ) (ସଂ. ଉପସ୍ୱତ୍ୱ) — (ଯଥା—ସତ୍ୱ ଉପସତ୍ତ୍ୱ
- ଦେ. ବି. (କଚିରିଆ) (ସଂ. ଉପସ୍ୱତ୍ୱ) — ସ୍ୱତ୍ୱ ଓ ଆୟ — Title and income
- ଦେ. ବି. (କଚିରିଆ) (ସଂ. ଉପସ୍ୱତ୍ୱ) — ସ୍ୱାମିତ୍ୱ ଓ ଅଧିକାର — Right and title
- ଦେ. ବି. (କଚିରିଆ) (ସଂ. ଉପସ୍ୱତ୍ୱ) — ଗ୍ରନ୍ଥର ଉପସତ୍ୱ —ପୁସ୍ତକ ଛାପିବା ପାଇଁ ଗ୍ରନ୍ଥକର୍ତ୍ତାର ପ୍ରବର୍ତ୍ତିବା ଏକମାତ୍ର ଅଧିକାର