ଉପଶ୍ରୃତି Upaṡruti
- ସଂ. ବି. (ଉପ+ଶ୍ରୃ ଧାତୁ=ଅଙ୍ଗୀକାର କରିବା+ଭାବ. ତି) — ଅଙ୍ଗୀକାର — Promise
- ସଂ. ବି. (ଉପ+ଶ୍ରୃ ଧାତୁ=ଅଙ୍ଗୀକାର କରିବା+ଭାବ. ତି) — ସ୍ୱୀକାର — Agreement
- ସଂ. ବି. (ଉପ+ଶ୍ରୃ ଧାତୁ=ଅଙ୍ଗୀକାର କରିବା+ଭାବ. ତି) — ଦୈବ ଶୁଭାଶୁଭ ପ୍ରଶ୍ନ — Questions put with a view to know one's future
- ସଂ. ବି. (ଉପ+ଶ୍ରୃ ଧାତୁ=ଅଙ୍ଗୀକାର କରିବା+ଭାବ. ତି) — ନିଜର ପ୍ରଶ୍ନ ଅନୁସାରେ ଅନ୍ୟ ବ୍ୟକ୍ତି ମୁଖରୁ ଅତର୍କିତ ଭାବରେ ଶୁଭିବା ଅନୁକୂଳ ବା ପ୍ରତିକୂଳ ବଚନ — Words unconsciously uttered by another which are interpreted to indicated the hearer's future