ଉପଶ୍ଲିଷ୍ଟ Upaṡḻishṭa

  • ସଂ. ବିଣ. (ଉପ+ଶ୍ଲିଷ ଧାତୁ+କର୍ମ. ତ) — ଆଲିଙ୍ଗିତ — Embraced
  • ସଂ. ବିଣ. (ଉପ+ଶ୍ଲିଷ ଧାତୁ+କର୍ମ. ତ) — ଅଂଶତଃ ସମ୍ବନ୍ଧ — Partially connected
  • ସଂ. ବିଣ. (ଉପ+ଶ୍ଲିଷ ଧାତୁ+କର୍ମ. ତ) — ବଞ୍ଚିତ — Cheated; deprived