ଉପଷ୍ଟମ୍ଭ Upashṭambha

  • ସଂ. ବି. (ଉପ+ସ୍ତନ୍ଭ୍ ଧାତୁ=ଥମ୍ବି ଯିବା+ଭାବ. ଅ) — ଉପକ୍ରମ; ଆରମ୍ଭ — Beginning; tending; commencement
  • ସଂ. ବି. (ଉପ+ସ୍ତନ୍ଭ୍ ଧାତୁ=ଥମ୍ବି ଯିବା+ଭାବ. ଅ) — ଉଦ୍ରେକ — Standing; excitement
  • ସଂ. ବି. (ଉପ+ସ୍ତନ୍ଭ୍ ଧାତୁ=ଥମ୍ବି ଯିବା+ଭାବ. ଅ) — ସ୍ତମ୍ଭନ — Restraint
  • ସଂ. ବି. (ଉପ+ସ୍ତନ୍ଭ୍ ଧାତୁ=ଥମ୍ବି ଯିବା+ଭାବ. ଅ) — ଉପଲକ୍ଷ — Occasion
  • ସଂ. ବି. (ଉପ+ସ୍ତନ୍ଭ୍ ଧାତୁ=ଥମ୍ବି ଯିବା+ଭାବ. ଅ) — ପ୍ରୟୋଜନ — Necessity
  • ସଂ. ବି. (ଉପ+ସ୍ତନ୍ଭ୍ ଧାତୁ=ଥମ୍ବି ଯିବା+ଭାବ. ଅ) — (+ କରଣ. ଅ) ସ୍ତମ୍ଭ — Pillar