ଉପଶାୟ Upaṡāya

  • ସଂ. ବି. (ଉପ=ପର୍ଯ୍ୟାୟକ୍ରମେ=ଶୀ ଧାତୁ=ଶୋଇବା+ ଭାବ. ଅ) — —ପ୍ରହରିମାନଙ୍କର ପର୍ଯ୍ୟାୟକ୍ରମରେ ଶୟନ; ଚଉକିଦାରମାନଙ୍କର ପାଳି କରି ଶୋଇବା