ଉପଶମିତ Upaṡmita
- ସଂ. ବିଣ. (ଉପ+ଶମ୍ ଧାତୁ ଣିଚ୍=ଶମି ଧାତୁ=ଶାନ୍ତ କରାଇବା+କର୍ମ. ତ) — — 1 । ଉପଶମ ପ୍ରାପ୍ତ — 1 ଉପଶମ ପ୍ରାପ୍ତ—1. Abated
- ସଂ. ବିଣ. (ଉପ+ଶମ୍ ଧାତୁ ଣିଚ୍=ଶମି ଧାତୁ=ଶାନ୍ତ କରାଇବା+କର୍ମ. ତ) — ଶାନ୍ତ — Relieved; tranquil
- ସଂ. ବିଣ. (ଉପ+ଶମ୍ ଧାତୁ ଣିଚ୍=ଶମି ଧାତୁ=ଶାନ୍ତ କରାଇବା+କର୍ମ. ତ) — ରୋଗନିବୃତ୍ତ — Cured
- ସଂ. ବିଣ. (ଉପ+ଶମ୍ ଧାତୁ ଣିଚ୍=ଶମି ଧାତୁ=ଶାନ୍ତ କରାଇବା+କର୍ମ. ତ) — ନିଗୃହୀତ — Restrained