ଉପଳ Upaḻa

  • ସଂ. ବି (ଉପ+ଲା ଧାତୁ=ଦେବା+କର୍ତ୍ତୃ. ଅ) — ପ୍ରସ୍ତର; ପଥର — Stone
  • ସଂ. ବି (ଉପ+ଲା ଧାତୁ=ଦେବା+କର୍ତ୍ତୃ. ଅ) — (ଯଥା—ବର୍ଷୋପଳ=କୁଆପଥର — Hailstone
  • ସଂ. ବି (ଉପ+ଲା ଧାତୁ=ଦେବା+କର୍ତ୍ତୃ. ଅ) — ବହୁମୂଲ୍ୟ ପଥର; ରତ୍ନ — Gem; valuable stone
  • ଦେ. ବି — ଶର୍କରା — Sugar; sweets
  • ଦେ. ବି — ଏକ ପ୍ରକାର ମିଠା ପଣା — A kind of sweet drink
  • ଦେ. ବି — ମରିଚ ଘନସାର ଉପଳ କ୍ଷୀର ସର ବିନା ତ ପିଚମର୍ଦ୍ଦ ଲୋଡ଼ିଲିରେ। —କବିସୂର୍ଯ୍ୟ, ସଙ୍ଗୀତ।