ଉପଳା Upaḻā

  • ସଂ. ବି. ସ୍ତ୍ରୀ (ଉପଳ+ଅଛି ଅର୍ଥରେ. ଆ) — ପ୍ରସ୍ତରମୟ ଭୂମି — Stony ground
  • ସଂ. ବି. ସ୍ତ୍ରୀ (ଉପଳ+ଅଛି ଅର୍ଥରେ. ଆ) — ଶର୍କରା — Treacle; molasses