ଉପଶମ Upaṡama

  • ସଂ. ବି. (ଉପ+ଶମ୍ ଧାତୁ+ଭାବ. ଅ) — ଶାନ୍ତି — Alleviation; mitigation
  • ସଂ. ବି. (ଉପ+ଶମ୍ ଧାତୁ+ଭାବ. ଅ) — ନିବୃତ୍ତି — Cessation
  • ସଂ. ବି. (ଉପ+ଶମ୍ ଧାତୁ+ଭାବ. ଅ) — ଇନ୍ଦ୍ରିୟ ନିଗ୍ରହ — Restraint of passions
  • ସଂ. ବି. (ଉପ+ଶମ୍ ଧାତୁ+ଭାବ. ଅ) — ରୋଗର ଉପଦ୍ରବ ନିବୃତ୍ତି — Abatement of the symptoms of a disease; relief