ଉଦୟମାନ Udayamāna
- ସଂ. ବିଣ (ଉଦ=ଊର୍ଦ୍ଧ୍ୱ+ଇ=ଯିବା+କର୍ତ୍ତୃ. ଆନ) — ଉଦିତ ହେଉଥିବା; ଯେ ଉଉଁଛି — Rising; rising up
- ସଂ. ବିଣ (ଉଦ=ଊର୍ଦ୍ଧ୍ୱ+ଇ=ଯିବା+କର୍ତ୍ତୃ. ଆନ) — ଉପରକୁ ଉଠୁଥିବା — Progressing onwards
- ସଂ. ବିଣ (ଉଦ=ଊର୍ଦ୍ଧ୍ୱ+ଇ=ଯିବା+କର୍ତ୍ତୃ. ଆନ) — ପ୍ରକାଶମାନ — Being manifest
- ସଂ. ବିଣ (ଉଦ=ଊର୍ଦ୍ଧ୍ୱ+ଇ=ଯିବା+କର୍ତ୍ତୃ. ଆନ) — [ଦ୍ର —କେତେକ ଶିକ୍ଷିତ ଲେଖକ 'ଉଦୟମାନ'କୁ ଅଶୁଦ୍ଧ ଭାବରେ 'ଉଦୀୟମାନ' ରୂପେ ବ୍ୟବହାର କରନ୍ତି; 'ଉଦୀୟମାନ'କୁ ଅର୍ଥ ଯାହାକୁ ଅନ୍ୟଲୋକ ଉପରକୁ ଉଠାଉଅଛି।]