ଉଦୟୋନ୍ମୁଖ Udayonmukha

  • ସଂ. ବିଣ. ( 7 ମୀ ତତ୍; ଉଦୟ+ଉନ୍ମୁଖ=ଉଦ୍ୟତ) — ଉପରକୁ ଉଠିବାକୁ ଆରମ୍ଭ କରୁଥିବା — About to rise up
  • ସଂ. ବିଣ. ( 7 ମୀ ତତ୍; ଉଦୟ+ଉନ୍ମୁଖ=ଉଦ୍ୟତ) — ଉଦିତ ହେବା ପାଇଁ ଆରମ୍ଭ କରୁଥିବା — Beginning to rise; just rising