ଉଦୟାସ୍ତ Udayāsta

  • ସଂ. ବି. (ଉଦୟ+ଅସ୍ତ) — ସୂର୍ଯ୍ୟୋଦୟଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ସମୟ
  • ସଂ. କ୍ରି. ବିଣ. — ସୂର୍ଯ୍ୟୋଦୟ ଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ