ଉଦୟସ୍ପର୍ଶ Udayasparṡa

  • ସଂ. ବି. (ଜ୍ୟୋତିଷ) — ଗୋଟିଏ ଦିନର ସୂର୍ଯ୍ୟ ଉଦୟ ବେଳକୁ ଗତଦିନରେ ପଡ଼ିଥିବା ତିଥିର ସାମାନ୍ୟ କେତେ ଦଣ୍ଡ ବାକି ଥିବା ଅବସ୍ଥା — The state of a 'Tithi' or lunar day of the previous day still continuing after sun-rise of the next day
  • ସଂ. ବି. (ଜ୍ୟୋତିଷ) — ସୂର୍ଯ୍ୟୋଦୟ ସମୟରେ ଲାଗିବା ସୂର୍ଯ୍ୟ ପରାଗ କିମ୍ବା ଚନ୍ଦ୍ରୋଦୟ ସମୟରେ ଘଟିବା ଚନ୍ଦ୍ରଗ୍ରହଣ — Solar or lunar eclipse at the time of the rising of the sun or of the moon respectively