ଉଦୟଗିରି Udayagiri

  • ସଂ. ବି — ସୂର୍ଯ୍ୟ ପୂର୍ବଦିଗ୍ବଳୟସ୍ଥିତ ଯେଉଁ ପର୍ବତରୁ ଉଦୟ ହୁଅନ୍ତି: ଉଦୟାଚଳ; ଉଦୟାଦ୍ରି
  • ଦେ. ବି. (ନାମ) — ପୁରୀଜିଲ୍ଲାର ଖଣ୍ଡଗିରି ନିକଟସ୍ଥ ପର୍ବତବିଶେଷ — A hill of this name near khaṇḍagiri in puri district
  • ଦେ. ବି. (ନାମ) — [ଦ୍ର—ଏଥିରେ ବହୁତ ଗୁଡ଼ିଏ ଗୁମ୍ଫା ଓ ଜୈନକୀର୍ତ୍ତି ଅଛି ଓ ହାତୀଗୁମ୍ଫା ନାମକ ଗହ୍ୱର ମଧ୍ୟରେ ଅଶୋକାନୁଶାସନମାନ ରହିଅଛି।]
  • ଦେ. ବି. (ନାମ) — ବିଦର୍ ନଗରର କୋଡ଼ିଏ କୋଶ ଦୂରରେ ଅବସ୍ଥିତ ପ୍ରସିଦ୍ଧ ସ୍ଥାନ — Name of a famous place 40 miles from Bidar