ଉଦୟନ Udayana

  • ସଂ. ବି. (ଉଦ୍+ଇ ଧାତୁ=ଯିବା+କର୍ତ୍ତୃ.ଅନ) — ଅଗସ୍ତ୍ୟଋଷି — Sage Agastya
  • ସଂ. ବି. (ଉଦ୍+ଇ ଧାତୁ=ଯିବା+କର୍ତ୍ତୃ.ଅନ) — ବୁଦ୍ଧଦେବଙ୍କ ଶିଷ୍ୟ; ଉଦୟନାଚାର୍ଯ୍ୟ — Name of a Buddhist logician
  • ସଂ. ବି. (ଉଦ୍+ଇ ଧାତୁ=ଯିବା+କର୍ତ୍ତୃ.ଅନ) — [ଦ୍ର—ଏ ଶତାନିକଙ୍କ ପୌତ୍ର; ବୁଦ୍ଧଦେବ ଯେଉଁ ଦିନ ଜନ୍ମ ଗ୍ରହଣ କରିଥିଲେ ଏ ମଧ୍ୟ ସେହିଦିନ ଜନ୍ମିଥିଲେ। ହୁଏନ୍ସାଂ କହନ୍ତି ବୁଦ୍ଧଦେବ ଏହାଙ୍କର ଧର୍ମାଚାର୍ଯ୍ୟ ଥିଲେ। କୌଶାମ୍ବୀରେ ଏହାଙ୍କର ରାଜଧାନୀ ଥିଲା। ବାସବଦତ୍ତା ଓ ରତ୍ନାବଳୀ ଏହାଙ୍କର ଦୁଇ ପତ୍ନୀ; ଯୌଗନ୍ଧରାୟଣ ଏହାଙ୍କ ମନ୍ତ୍ରୀ ଓ ନରବାହନଦତ୍ତ ଏହାଙ୍କ ପୁତ୍ର ଥିଲେ। ଏ କୁସୁମାଞ୍ଚଳି ନାମକ ଗ୍ରନ୍ଥର ପ୍ରଣେତା।]
  • ସଂ. ବି. (ଉଦ୍+ଇ ଧାତୁ=ଯିବା+କର୍ତ୍ତୃ.ଅନ) — ଉଦୟ (ଦେଖ) — Udaya (See)
  • ସଂ. ବି. (ଉଦ୍+ଇ ଧାତୁ=ଯିବା+କର୍ତ୍ତୃ.ଅନ) — ଜନୈକ ରାଜା; ବତ୍ସରାଜା; ବୃଷଭରାଜ — A famous king "Batsarāja"