ଉଦୀରିତ Udīrita

  • ସଂ. ବିଣ. (ଉତ୍+ଈର ଧାତୁ+କର୍ମ. ତ) — ଉଚ୍ଚାରିତ — Uttered; pronounced
  • ସଂ. ବିଣ. (ଉତ୍+ଈର ଧାତୁ+କର୍ମ. ତ) — କଥିତ — Said; spoken
  • ସଂ. ବିଣ. (ଉତ୍+ଈର ଧାତୁ+କର୍ମ. ତ) — ପ୍ରେରିତ — Sent
  • ସଂ. ବିଣ. (ଉତ୍+ଈର ଧାତୁ+କର୍ମ. ତ) — ଉଦ୍ଦୀପିତ — Excited
  • ସଂ. ବିଣ. (ଉତ୍+ଈର ଧାତୁ+କର୍ମ. ତ) — ବିଜୃମ୍ଭିତ; ପ୍ରକାଶିତ — Displayed; manifested
  • ସଂ. ବିଣ. (ଉତ୍+ଈର ଧାତୁ+କର୍ମ. ତ) — ଉତ୍କ୍ଷିପ୍ତ — Thrown up