ଉଦୁଉଦିଆ Uduudiā

  • ଗ୍ରା. ବିଣ (ସଂ. ଉଦୟ) — ପ୍ରଚଣ୍ଡ; ତୀବ୍ର (ଖରା) — Sharp (sun's rays)
  • ଗ୍ରା. ବିଣ (ସଂ. ଉଦୟ) — ପ୍ରଚଣ୍ଡ ରୌଦ୍ରଯୁକ୍ତ (ଦି'ପହର)
  • ଗ୍ରା. ବିଣ (ସଂ. ଉଦୟ) — (ଯଥା —ଉଦୁଉଦୁଆ ଦି ପହର)