ଉଦୀଚ୍ୟ Udīchya

  • ସଂ. ବିଣ. ପୁଂ. (ଉଦୀଚୀ+ଭାବାର୍ଥେ. ଯ) — ଉତ୍ତରଦିଗସମ୍ବନ୍ଧୀୟ; ଉତ୍ତରରେ ଅବସ୍ଥିତ — Northern
  • ସଂ. ବିଣ. ପୁଂ. (ଉଦୀଚୀ+ଭାବାର୍ଥେ. ଯ) — ଉତ୍ତରଦେଶୀୟ — Pertaining to the north
  • ସଂ. ବିଣ. ପୁଂ. (ଉଦୀଚୀ+ଭାବାର୍ଥେ. ଯ) — ବି—ସରସ୍ୱତୀନଦୀର ଉତ୍ତର ଓ ପଶ୍ଚିମରେ ଥିବା ଦେଶ