ଉଦୀକ୍ଷଣ Udīkshaṅa

  • ସଂ. ବି. (ଉଦ୍=ଉପରକୁ+ଈକ୍ଷଣ=ଦେଖିବା; ଚାହିଁବା) — ଉଦବୀକ୍ଷଣ; ଉପରକୁ ଚାହିଁବା — Looking upwards
  • ସଂ. ବି. (ଉଦ୍=ଉପରକୁ+ଈକ୍ଷଣ=ଦେଖିବା; ଚାହିଁବା) — ପ୍ରତୀକ୍ଷା; ଅପେକ୍ଷା — Awaiting