ଉଦୀୟମାନ Udīyamāna

  • ଦେ. ବିଣ. (ସଂ. ଉଦୟମାନର ଅଶୁଦ୍ଧ ପ୍ରୟୋଗ) — ଉଦୟମାନ (ଦେଖ)
  • ସଂ. ବିଣ. (ତତ୍+ ଇ ଧାତୁ+କର୍ମ. ଆନ) — ଯାହାକୁ ଉପରକୁ ଉଠାଇ ଦିଆଯାଇ ଅଛି