ଉଦୀର୍ୟ୍ୟମାଣ Udīrj̄yamāṇa
- ସଂ. ବିଣ. (ଉତ୍+ଈର୍ ଧାତୁ=ପ୍ରେରଣ କରିବା+କର୍ମ. ଆନ) — — 1 । କଥ୍ୟମାନ; ଯାହା କଥିତ ହେଉଅଛି — 1 କଥ୍ୟମାନ; ଯାହା କଥିତ ହେଉଅଛି
- ସଂ. ବିଣ. (ଉତ୍+ଈର୍ ଧାତୁ=ପ୍ରେରଣ କରିବା+କର୍ମ. ଆନ) — ଉଚ୍ଚାର୍ଯ୍ୟମାଣ — Being uttered
- ସଂ. ବିଣ. (ଉତ୍+ଈର୍ ଧାତୁ=ପ୍ରେରଣ କରିବା+କର୍ମ. ଆନ) — ବର୍ଣ୍ଣ୍ୟମାନ — Being described
- ସଂ. ବିଣ. (ଉତ୍+ଈର୍ ଧାତୁ=ପ୍ରେରଣ କରିବା+କର୍ମ. ଆନ) — ନିର୍ଦ୍ଦିଶ୍ୟମାନ — Being pointed out