ଉଦୀର୍ଣ୍ଣ Udīrṇṇa

  • ସଂ. ବିଣ (ଉତ୍=ଉପରକୁ+ଋ ଧାତୁ=ଯିବା+କର୍ତ୍ତୃ. ତ) — ଉଦ୍ରିକ୍ତ; ଉଦ୍ଗତ — Risen up; erect; come out
  • ସଂ. ବିଣ (ଉତ୍=ଉପରକୁ+ଋ ଧାତୁ=ଯିବା+କର୍ତ୍ତୃ. ତ) — ଉଦାର — Generous; liberal-minded
  • ସଂ. ବିଣ (ଉତ୍=ଉପରକୁ+ଋ ଧାତୁ=ଯିବା+କର୍ତ୍ତୃ. ତ) — ଉଦ୍ଧତ — Haughty
  • ସଂ. ବିଣ (ଉତ୍=ଉପରକୁ+ଋ ଧାତୁ=ଯିବା+କର୍ତ୍ତୃ. ତ) — ଉତ୍କଟ; ପ୍ରବଳ — Profound; strong
  • ସଂ. ବିଣ (ଉତ୍=ଉପରକୁ+ଋ ଧାତୁ=ଯିବା+କର୍ତ୍ତୃ. ତ) — ଉଦ୍ଦୀପ୍ତ — Excited
  • ସଂ. ବି — ବିଷ୍ଣୁ ସହସ୍ରନାମୋକ୍ତ ନାମବିଶେଷ—A name of Bishṇu.