ଇଚ୍ଛାବର Ichchhābara

  • ଦେ. ବି — କନ୍ଯା ସ୍ୱୟମ୍ବରରେ ନିଜ ଇଚ୍ଛାରେ ଯେଉଁ ବର ବରଣ କରେ — A bridegroom of the bride's choice
  • ଦେ. ବି — ଜଗତି ତୋଳାଅ ଯାଇ ପୋଖରୀଠାଇଁ ଇଚ୍ଛାବର ବରୁ ଜେମା ମନକୁ ଚାହିଁ। ପୀତାମ୍ବର ଛାନ୍ଦକଞ୍ଚନବତୀ।