ଇଚ୍ଛାରିବା Ichhāribā

  • ଗ୍ରା. କ୍ରି — (ଅତି ଶିଶୁ ଅବସ୍ଥାରୁ) ପାଳି ବଢ଼ାଇବା — To bring up from child-hood
  • ଗ୍ରା. କ୍ରି — (ଯଥା—ଗୁହଡିମ୍ବ ଇଚ୍ଛାରିବା।)
  • ଗ୍ରା. କ୍ରି — ଭୂମିଷ୍ଟ ହେଲା ପରେ ନବଜାତ ଶିଶୁର ଅଙ୍ଗ ସଂସ୍କାର କରିବା — To cleanse the body of a newly born infant