ଇଚ୍ଛାମୟ Ichchhamaya

  • ସଂ. ବିଣ. (ଇଚ୍ଛା+ପରିପୂର୍ଣ୍ଣ ଅର୍ଥରେ. ମୟ) — ନିଜ ଇଚ୍ଛାରେ କାର୍ଯ୍ୟ କରିବା — Acting at pleasure; whose will is law
  • ସଂ. ବିଣ. (ଇଚ୍ଛା+ପରିପୂର୍ଣ୍ଣ ଅର୍ଥରେ. ମୟ) — ପରମେଶ୍ୱର — An epithet of God