ଇଚ୍ଛାବତୀ Ichchhābatī
- ସଂ. ବି. ସ୍ତ୍ରୀ. (ଇଚ୍ଛା=ପ୍ରବୃତ୍ତି+ଅଛିଅର୍ଥରେ. ବତ୍+ ସ୍ତ୍ରୀ. ଈ) — କାମୁକୀ ସ୍ତ୍ରୀ — Libidinous (female)
- ସଂ. ବି. ସ୍ତ୍ରୀ. (ଇଚ୍ଛା=ପ୍ରବୃତ୍ତି+ଅଛିଅର୍ଥରେ. ବତ୍+ ସ୍ତ୍ରୀ. ଈ) — ବାସନ୍ତୀ ମଲ୍ଲୀ ନିଆଳୀ ଛୁରିଅନା ଯହିଁ ହେଲେ ଇଚ୍ଛାବତୀ ଯେ। ଭଞ୍ଜ.ବୈଦେହୀଶବିଳାସ।
- ସଂ. ବି. ସ୍ତ୍ରୀ. (ଇଚ୍ଛା=ପ୍ରବୃତ୍ତି+ଅଛିଅର୍ଥରେ. ବତ୍+ ସ୍ତ୍ରୀ. ଈ) — ଧନାଦିରେ ସ୍ପୃହାବତୀ — Hankering after wealth
- ସଂ. ବି. ସ୍ତ୍ରୀ. (ଇଚ୍ଛା=ପ୍ରବୃତ୍ତି+ଅଛିଅର୍ଥରେ. ବତ୍+ ସ୍ତ୍ରୀ. ଈ) — ଓଡ଼ିଆ ଭାଷାରେ ଗଣିତ ବିଷୟକ ପଦ୍ଯ ଗ୍ରନ୍ଥର ରଚୟିତ୍ରୀ ଜନୈକ ସ୍ତ୍ରୀ — Name of a female, author of a mathematical treatise in Oṟḍ̠iā