ଇଚ୍ଛାଭେଦୀରସ Ichchhābhedīrasa

  • ସଂ. ବି — ଆୟୁର୍ବେଦ ଶାସ୍ତ୍ରୋକ୍ତ ଔଷଧବିଶେଷ (ଏହା- ଦ୍ୱାରା କୋଷ୍ଠବଦ୍ଧତା ଦୂର ହୋଇ ଝାଡ଼ା ସଫା ହୁଏ) — A medicinal preparation