ଇଚ୍ଛାତ୍ରୟ Ichchhātraya

  • ସଂ. ବିଣ — ତିନିପ୍ରକାର ଅଭିଳାଷ — Wish classified into three kinds
  • ସଂ. ବିଣ — ଦୈନ୍ୟବୋଧିକା, ପ୍ରାର୍ଥନାମୟୀ, ଲାଳସାମୟୀ ଏହି ତିନିଗୋଟି ଇଚ୍ଛା— ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି।