ଆସ୍ୱାଦ Āswāda
- ସଂ. ବି. (ଆ+ସ୍ୱଦ୍ ଧାତୁ=ଚାଖିବା+କର୍ମ. ଅ) — ମଧୁରାଦି ରସ — Sweet and other tastes
- ସଂ. ବି. (ଆ+ସ୍ୱଦ୍ ଧାତୁ=ଚାଖିବା+କର୍ମ. ଅ) — (+ଭାବ. ଅ)—ସ୍ୱାଦ; ରସପରିଚୟ; ଅସ୍ୱାଦନ — Taste; relish; flavour
- ସଂ. ବି. (ଆ+ସ୍ୱଦ୍ ଧାତୁ=ଚାଖିବା+କର୍ମ. ଅ) — ପାନ — Drinking
- ସଂ. ବି. (ଆ+ସ୍ୱଦ୍ ଧାତୁ=ଚାଖିବା+କର୍ମ. ଅ) — ଭୋଜନ — Eating