ଆସ୍ୱାଦିବା Āswādibā
- ଦେ. ପଦ୍ୟ. କ୍ରି. (ସଂ. ଆସ୍ୱାଦନ) — ଆସ୍ୱାଦନ କରିବା; ଚାଖିବା — To taste; to relish
- ଦେ. ପଦ୍ୟ. କ୍ରି. (ସଂ. ଆସ୍ୱାଦନ) — (ଲକ୍ଷଣାର୍ଥ) ଉପଭୋଗ କରିବା — To enjoy
- ଦେ. ପଦ୍ୟ. କ୍ରି. (ସଂ. ଆସ୍ୱାଦନ) — ଥରେ ମାତ୍ର ନେତ୍ରେ ଆସ୍ୱାଦି ଏ ରୂପେ ଯୁବତୀ ପରାଣ ଘେନା—ରାଧାନାଥ. ଯଯାତି।