ଆସ୍ରବ Āsraba

  • ସଂ. ବି. (ଆ+ସ୍ରୁ ଧାତୁ=କ୍ଷରିବା; କଷ୍ଟଦେବା+ଭାବ. ଅ) — କ୍ଷରଣ; ଝରିବା — Oozing: trickling
  • ସଂ. ବି. (ଆ+ସ୍ରୁ ଧାତୁ=କ୍ଷରିବା; କଷ୍ଟଦେବା+ଭାବ. ଅ) — (+କରଣ. ଅ) କ୍ଳେଶ; କଷ୍ଟ ଦୁଃଖ — Trouble; pain