ଆସ୍ୱାଦକ Āswādaka

  • ସଂ. ବିଣ. ପୁଂ. (ଆ+ସ୍ୱାଦି ଧାତୁ=ଆସ୍ୱାଦନ କରାଇବା+କର୍ତ୍ତୃ. ଅକ) — ଯେ ଆସ୍ୱାଦ ଗ୍ରହଣ କରେ — One who tastes