ଆସ୍ୱାଦନୀୟ Āswādanīya

  • ସଂ. ବିଣ. (ଆ+ସ୍ୱଦ୍ ଧାତୁ+କର୍ମ. ଅନୀୟ) — ଯାହା ଚଖାଯିବ — To be tasted or relished
  • ସଂ. ବିଣ. (ଆ+ସ୍ୱଦ୍ ଧାତୁ+କର୍ମ. ଅନୀୟ) — ଆସ୍ୱାଦଗ୍ରହଣର ଯୋଗ୍ୟ — Fit to be tasted
  • ସଂ. ବିଣ. (ଆ+ସ୍ୱଦ୍ ଧାତୁ+କର୍ମ. ଅନୀୟ) — ମୁଖରୁଚିକର; ସୁସ୍ୱାଦୁ — Palatable; agreeable to the taste