ଆସାନ୍ Āsān
- ବୈଦେ. ବି. (ଆ. ତୁଳ. ସଂ.=ଅବସାନ) — ଆରାମ; ସୁଖ — Comfort
- ବୈଦେ. ବି. (ଆ. ତୁଳ. ସଂ.=ଅବସାନ) — ସ୍ୱାଚ୍ଛନ୍ଦ୍ୟ — Ease
- ବୈଦେ. ବି. (ଆ. ତୁଳ. ସଂ.=ଅବସାନ) — ବିଶ୍ରାମ — Rest
- ବୈଦେ. ବି. (ଆ. ତୁଳ. ସଂ.=ଅବସାନ) — ଆରୋଗ୍ୟ; ରୋଗାଦିର ଉପଶମ — Cure; alleviation
- ବୈଦେ. ବି. (ଆ. ତୁଳ. ସଂ.=ଅବସାନ) — କ୍ଳେଶରୁ ମୁକ୍ତି — Relief from pain
- ବୈଦେ. ବି. (ଆ. ତୁଳ. ସଂ.=ଅବସାନ) — ଉପକାର — Benefit
- ବିଣ. — ଉପଶାନ୍ତ — Alleviated
- ବିଣ. — ଆରାମପ୍ରାପ୍ତ — At ease