ଆସାଦିତ Āsādita
- ସଂ. ବିଣ. (ଆ+ସାଦି ଧାତୁ=ଗମନ କରିବା+କର୍ମ. ତ) — ପ୍ରାପ୍ତ; ଲବ୍ଧ — Gained; obtained
- ସଂ. ବିଣ. (ଆ+ସାଦି ଧାତୁ=ଗମନ କରିବା+କର୍ମ. ତ) — ସ୍ଥାପିତ — Kept; put; placed
- ସଂ. ବିଣ. (ଆ+ସାଦି ଧାତୁ=ଗମନ କରିବା+କର୍ମ. ତ) — ସନ୍ନିଧାପିତ; ନିକଟରେ ସ୍ଥାପିତ — Put near; juxtraposed
- ସଂ. ବିଣ. (ଆ+ସାଦି ଧାତୁ=ଗମନ କରିବା+କର୍ମ. ତ) — ଆୟୋଜିତ; ସମ୍ପାଦିତ — Arranged